Sua Muhanra Patara O Anyanya Galpa

ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍]ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର]୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।

ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।

ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।

1144391499

18.0 In Stock
Sua Muhanra Patara O Anyanya Galpa

Sua Muhanra Patara O Anyanya Galpa

by Pranabandhu Kar
Sua Muhanra Patara O Anyanya Galpa

Sua Muhanra Patara O Anyanya Galpa

by Pranabandhu Kar

Paperback

$18.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍]ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର]୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।

ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।

ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।

Product Details

ISBN-13: 9781645604778
Publisher: Black Eagle Books
Publication date: 11/16/2023
Pages: 316
Product dimensions: 5.50(w) x 8.50(h) x 0.71(d)
Language: Oriya

About the Author

ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪- ୩୦ ମାର୍ଚ୍ଚ ୧୯୯୮)ଙ୍କ କରସ୍ପର୍ଶରେ ଉଭୟ କ୍ଷୁଦ୍ରଗଳ୍ପ ଓ ନାଟ୍ୟସାହିତ୍ୟ ସମୃଦ୍ଧ ହୋଇଥିଲେ ହେଁ ନାଟକ ରଚନା କ୍ଷେତ୍ରରେ ତାଙ୍କର ସ୍ୱାକ୍ଷର ଉଜ୍ଜ୍ୱଳତର । ତାଙ୍କ ଦ୍ୱାରା ରଚିତ ଏକ କ୍ଷୁଦ୍ରଗଳ୍ପର ନାଟ୍ୟରୂପ 'ଶ୍ୱେତପଦ୍ମା' କଲିକତାଠାରେ ୧୯୫୮ ମସିହାରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେ ବହୁ ଏକାଙ୍କିକାର ସ୍ରଷ୍ଟା, ଯେଉଁଗୁଡ଼ିକ 'ଏକାଙ୍କିକା ଏକ' ଓ 'ଏକାଙ୍କିକା ଦୁଇ'ରେ ସଂକଳିତ । ତାଙ୍କ ଏକାଙ୍କିକା ଓ ନାଟକରେ ଉନ୍ନତ କଳାବୋଧ ନିହିତ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିକ୍ଷଣୀୟ ହେତୁ ଉପାଦେୟ । ଚମତ୍କାର ସଂଳାପ ମାଧ୍ୟମରେ ହାସ୍ୟ, କାରୁଣ୍ୟ ଇତ୍ୟାଦି ବିଭିନ୍ନ ରସ ପରିବେଷଣ କରି ଦର୍ଶକମାନଙ୍କ ମନରେ ହର୍ଷବିଷାଦ ସୃଷ୍ଟି କରାଇବାରେ ସେ ଜଣେ ଦକ୍ଷ ଶିଳ୍ପୀ । ମାନବ ମନସ୍ତତ୍ତ୍ୱ ବିଶ୍ଳେଷଣରେ ସେ କେତେଦୂର ପାରଙ୍ଗମ, ତାହା ପ୍ରମାଣ କରେ ତାଙ୍କ ନାଟକ 'ଅଶାନ୍ତ' । 'ସ୍ନାୟୁ ସଂହାର' ଓ 'ଦୁଃଖାବତରଣ' ତାଙ୍କ ଦ୍ୱାରା ରଚିତ ଆଉ ଦୁଇଟି ନାଟକ । ଏହା ବ୍ୟତୀତ 'ମାମୁ', 'ଛମାଣ ଆଠଗୁଣ୍ଠ', 'ଲଛମା', 'ମାଟିର ମଣିଷ' ଆଦି କେତେକ ପ୍ରସିଦ୍ଧ ଉପନ୍ୟାସର ନାଟ୍ୟ ରୂପାନ୍ତରୀକରଣ ମଧ୍ୟ ତାଙ୍କ ସାଫଲ୍ୟର ଅନ୍ୟ ଏକ କ୍ଷେତ୍ର । ମୂଳ ରଚନାର ଭାବ ଓ ପରିବେଶକୁ ଅନାହତ ରଖିବାରେ ସେ ନିଜର ଅପୂର୍ବ ସିଦ୍ଧହସ୍ତତା ପ୍ରମାଣିତ କରିପାରିଛନ୍ତି । ତାଙ୍କର ଗଳ୍ପ ମାନବଧର୍ମୀ । ନାଟକୀୟ ପ୍ରକାଶଭଙ୍ଗୀ ଏହାର ଅନ୍ୟତମ ବିଶେଷତ୍ୱ । ସେ 'ଅଶାନ୍ତ' ନାଟକ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାର, 'ସ୍ନାୟୁ ସଂହାର' ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
From the B&N Reads Blog

Customer Reviews