Panchabhuta

ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା' ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ ।

ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ'ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା' ବୋଲି କ'ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ'ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ?

କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତିକି ଥୟ ଯେ ଆତ୍ମା ସହ ପାଠକ ମାନେ ମଧ୍ୟ ଏକ ଅତି ଭୌତିକ ପର୍ଯ୍ୟଟନରେ ସାମିଲ ହେବେ । ଏବଂ ଆଶା ଯେ ଆତ୍ମା ସହ ଏଇ ପରିଭ୍ରମଣ ସାଂପ୍ରତ୍ତିକ ଜୀବନର ଅବଶୋଷ, ଜଞ୍ଜାଳ, ଯନ୍ତ୍ରଣା ମାନଙ୍କୁ ମଧ୍ୟ ଅନେକ ପରିମାଣରେ ଆପଣଙ୍କ ମାନସିକ ବୋଝରୁ ଓଲ୍]ହାଇ ଆପଣଙ୍କୁ ହାଲୁକା ଓ ସତେଜ ଅନୁଭବ କରିବାରେ ସହାୟକ ହେବ । ଆତ୍ମନ୍ ଓ ବ୍ରହ୍ମ ଏକ ହେଇପାରେ କିମ୍ବା ଅଲଗା ହେଇପାରେ, ମଣିଷ କିନ୍ତୁ ସ୍ୱଇଚ୍ଛାରେ ସ୍ୱାଧୀନତା ସହ ବଞ୍ଚୁ ଓ ସମ୍ବେଦନଶୀଳତାର ପୁଷ୍କରଣୀରେ ସବୁବେଳେ ଶରୀର ପ୍ରକ୍ଷାଳନ କରୁ, ମୃତ୍ୟୁ ଓ ଆତ୍ମା; ଉଭୟଙ୍କର ଏତିକି କାମ୍ୟ ।

--ଅମ୍ରିତ୍]

1144662391

15.0 In Stock
Panchabhuta

Panchabhuta

by Amrit Ruturaj
Panchabhuta

Panchabhuta

by Amrit Ruturaj

Paperback

$15.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା' ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ ।

ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ'ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା' ବୋଲି କ'ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ'ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ?

କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତିକି ଥୟ ଯେ ଆତ୍ମା ସହ ପାଠକ ମାନେ ମଧ୍ୟ ଏକ ଅତି ଭୌତିକ ପର୍ଯ୍ୟଟନରେ ସାମିଲ ହେବେ । ଏବଂ ଆଶା ଯେ ଆତ୍ମା ସହ ଏଇ ପରିଭ୍ରମଣ ସାଂପ୍ରତ୍ତିକ ଜୀବନର ଅବଶୋଷ, ଜଞ୍ଜାଳ, ଯନ୍ତ୍ରଣା ମାନଙ୍କୁ ମଧ୍ୟ ଅନେକ ପରିମାଣରେ ଆପଣଙ୍କ ମାନସିକ ବୋଝରୁ ଓଲ୍]ହାଇ ଆପଣଙ୍କୁ ହାଲୁକା ଓ ସତେଜ ଅନୁଭବ କରିବାରେ ସହାୟକ ହେବ । ଆତ୍ମନ୍ ଓ ବ୍ରହ୍ମ ଏକ ହେଇପାରେ କିମ୍ବା ଅଲଗା ହେଇପାରେ, ମଣିଷ କିନ୍ତୁ ସ୍ୱଇଚ୍ଛାରେ ସ୍ୱାଧୀନତା ସହ ବଞ୍ଚୁ ଓ ସମ୍ବେଦନଶୀଳତାର ପୁଷ୍କରଣୀରେ ସବୁବେଳେ ଶରୀର ପ୍ରକ୍ଷାଳନ କରୁ, ମୃତ୍ୟୁ ଓ ଆତ୍ମା; ଉଭୟଙ୍କର ଏତିକି କାମ୍ୟ ।

--ଅମ୍ରିତ୍]

Product Details

ISBN-13: 9781645605041
Publisher: Black Eagle Books
Publication date: 01/15/2024
Pages: 114
Product dimensions: 5.50(w) x 8.50(h) x 0.27(d)
Language: Oriya

About the Author

ଅମ୍ରିତ ଋତୁରାଜ୍ (ଜନ୍ମ ମଇ ୧୦, ୧୯୯୨)ଙ୍କର ପିଲାଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟିଥିଲା । ରାଜନୀତି ବିଜ୍ଞାନରେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଏମ୍].ଏ. ପାସ୍ କରି ୨୦୧୫ରେ ସେ ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର)ରେ ଯୋଗଦେଲେ । ତାଙ୍କର ପ୍ରଥମ କବିତା ସଂକଳନ 'ଅବ୍ୟକ୍ତ ଅକ୍ଷର' ୨୦୨୩ରେ 'ବ୍ଲାକ୍ ଈଗଲ୍ ବୁକ୍ସ' ଦ୍ୱାରା ପ୍ରକାଶିତ ହୋଇ ବିପୁଳ ପାଠକୀୟତା ଲାଭ କରିଥିଲା । ମୃତ୍ୟୁ ଚେତନାକୁ ନେଇ ମଣିଷ ମନରେ କାଳକାଳ ଧରି ରହି ଆସିଥିବା ପ୍ରଶ୍ନବାଚୀର ଦୁର୍ବୋଧ୍ୟ କାନ୍]ଭାସ୍]ର ଭିତ୍ତିଭୂମିରେ ରଚିତ ତାଙ୍କର ଦ୍ୱିତୀୟ କବିତା ସଂକଳନ 'ପଞ୍ଚଭୂତ' । ଏବଂ ସେ ପ୍ରଶ୍ନସବୁର ଉତ୍ତର ମଧ୍ୟ ସନ୍ନିହିତ ହୋଇଛି କବିତାରେ, ସଂକଳନର ଦ୍ୱିତୀୟ ଭାଗରେ । କବିତା ସବୁ ପାଠକମାନଙ୍କୁ ଏକ ସୂକ୍ଷ୍ମ ଦାର୍ଶନିକ ଅବବୋଧ ଦେବା ସହିତ ପାଠକୀୟ ଆନନ୍ଦ ଉପଲବ୍ଧି ନିଶ୍ଚିତ ରୂପେ କରାଇବ ।
From the B&N Reads Blog

Customer Reviews