Odia Galpa: Antaranga Charitra

ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । 'ରେବତୀ' ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦୀ ଅଭିମତ ପ୍ରକାଶ କରି ମୋତେ ଅଭିଭୂତ କରିଦେଲେ ତାହା ମଧ୍ୟ ମୋ ପାଇଁ ପ୍ରକୃତରେ କଳ୍ପନାତୀତ । ଓଡିଶାର ଭିନ୍ନ ରୁଚି ସମ୍ପନ୍ନ ପ୍ରାଜ୍ଞ ପାଠକଙ୍କଠାରୁ ଏ ରମ୍ୟରଚନା ପୁସ୍ତକଟି ମଧ୍ୟ ଉପଯୁକ୍ତ ସମାଦର ଲାଭ କରିପାରିବ, ଏହି ପ୍ରତ୍ୟୟ ନିଃସଙ୍କୋଚ ଅଥଚ ନମ୍ରତାର ସହିତ ପ୍ରକାଶ କରି ରହୁଛି ଏତିକିରେ ।

---- ମଣୀନ୍ଦ୍ର କୁମାର ମେହେର

1145426458

14.0 In Stock
Odia Galpa: Antaranga Charitra

Odia Galpa: Antaranga Charitra

by Manindra Kumar Meher
Odia Galpa: Antaranga Charitra

Odia Galpa: Antaranga Charitra

by Manindra Kumar Meher

Paperback

$14.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । 'ରେବତୀ' ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦୀ ଅଭିମତ ପ୍ରକାଶ କରି ମୋତେ ଅଭିଭୂତ କରିଦେଲେ ତାହା ମଧ୍ୟ ମୋ ପାଇଁ ପ୍ରକୃତରେ କଳ୍ପନାତୀତ । ଓଡିଶାର ଭିନ୍ନ ରୁଚି ସମ୍ପନ୍ନ ପ୍ରାଜ୍ଞ ପାଠକଙ୍କଠାରୁ ଏ ରମ୍ୟରଚନା ପୁସ୍ତକଟି ମଧ୍ୟ ଉପଯୁକ୍ତ ସମାଦର ଲାଭ କରିପାରିବ, ଏହି ପ୍ରତ୍ୟୟ ନିଃସଙ୍କୋଚ ଅଥଚ ନମ୍ରତାର ସହିତ ପ୍ରକାଶ କରି ରହୁଛି ଏତିକିରେ ।

---- ମଣୀନ୍ଦ୍ର କୁମାର ମେହେର

Product Details

ISBN-13: 9781645605409
Publisher: Black Eagle Books
Publication date: 04/14/2024
Pages: 128
Product dimensions: 5.50(w) x 8.50(h) x 0.30(d)
Language: Oriya

About the Author

ସମ୍ପ୍ରତି ଓଡ଼ିଆ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ନୂତନ ଧାରାର ପ୍ରବର୍ତ୍ତକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର) ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରଲୋଭନରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନମନୀୟ ସତ୍ତା । ଜଟିଳତାର ଜାଲରୁ ପାଠକକୁ ଉତ୍ତୀର୍ଣ୍ଣ କରାଇ କବି-ଆତ୍ମା ସହ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରିଦେବାରେ ଅତୁଳନୀୟ ତାଙ୍କ ଆନ୍ତରିକତା । ତାଙ୍କ ଜନ୍ମସ୍ଥାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ । ଆଉ ଏବେ ସେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର । ବିଶ୍ୱକବିଙ୍କ କବିତାରେ ଝଙ୍କୃତ ତାଙ୍କ ପ୍ରାଣତନ୍ତ୍ରୀ । ଏ ପୃଥିବୀର ସମସ୍ତ ମହାନ ସାହିତ୍ୟଶିଳ୍ପୀଙ୍କ ଉତ୍ତର ଦାୟାଦ ବୋଲି ନମ୍ରତାର ସହିତ ଅନୁଭବ କରିବା ଓ ଉତ୍ତର ଦାୟିତ୍ୱ ସମ୍ପାଦନାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ଅସାମାନ୍ୟ ସୌନ୍ଦର୍ଯ୍ୟ ।
From the B&N Reads Blog

Customer Reviews