Mrutyubodha: Jeebanabodha

ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୧୦ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ- ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍]ଭଗବଦ୍]ଗୀତା', 'ହଂସଦୂତ', 'ଦ୍ରଷ୍ଟା' । 'ମୃତ୍ୟୁବୋଧ ଜୀବନବୋଧ' ଶ୍ରୀ ପଟ୍ଟନାୟକଙ୍କର ଏକାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

1145308343

14.0 In Stock
Mrutyubodha: Jeebanabodha

Mrutyubodha: Jeebanabodha

Mrutyubodha: Jeebanabodha

Mrutyubodha: Jeebanabodha

Paperback

$14.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୧୦ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ- ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍]ଭଗବଦ୍]ଗୀତା', 'ହଂସଦୂତ', 'ଦ୍ରଷ୍ଟା' । 'ମୃତ୍ୟୁବୋଧ ଜୀବନବୋଧ' ଶ୍ରୀ ପଟ୍ଟନାୟକଙ୍କର ଏକାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

Product Details

ISBN-13: 9781645605386
Publisher: Black Eagle Books
Publication date: 04/04/2024
Pages: 92
Product dimensions: 5.50(w) x 8.50(h) x 0.22(d)
Language: Oriya

About the Author

ମହେନ୍ଦ୍ର ଭଟନାଗର (୨୬ ଜୁନ୍ ୧୯୨୬-୨୭ ଏପ୍ରିଲ୍ ୨୦୨୦) ଜଣେ ଦ୍ୱି-ଭାଷିକ କବି- ହିନ୍ଦୀ ଓ ଇଂରେଜୀ । ୧୯୪୧ ମସିହାର ଶେଷ ଆଡ଼କୁ କାବ୍ୟ ରଚନାର ଆରମ୍ଭ । ପ୍ରାୟ ଛଅ ବର୍ଷର କାବ୍ୟରଚନାର ପରିପେକ୍ଷ ସ୍ୱତନ୍ତ୍ରତା-ପୂର୍ବ ଭାରତ; ଶେଷ ସ୍ୱତନ୍ତ୍ରୋତ୍ତର । ହିନ୍ଦୀର ତତ୍କାଳୀନ ତିନୋଟିଯାକ କାବ୍ୟ-ଧାରାରେ ସଂପୃକ୍ତ-ରାଷ୍ଟ୍ରୀୟ କାବ୍ୟଧାରା, ଉତ୍ତର ଛାୟାବାଦୀ ଗୀତିକାବ୍ୟ ଏବଂ ପ୍ରଗତିବାଦୀ କବିତା । ପ୍ରଗତିଶୀଳ ମାନବତାବାଦୀ କବି ରୂପରେ ସିଏ ପ୍ରତିଷ୍ଠିତ । କବିତାର ଅନ୍ତର୍ବସ୍ତୁ ପ୍ରତି ସିଏ ସର୍ବଦା ସଜାଗ ।

ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୧୦ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ- ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍]ଭଗବଦ୍]ଗୀତା', 'ହଂସଦୂତ', 'ଦ୍ରଷ୍ଟା' । 'ମୃତ୍ୟୁବୋଧ ଜୀବନବୋଧ' ଶ୍ରୀ ପଟ୍ଟନାୟକଙ୍କର ଏକାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।
From the B&N Reads Blog

Customer Reviews