Hamsaduta

'ହଂସଦୂତ' ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର 'ମେଘଦୂତ'ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା'ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।

ରୂପ ଗୋସ୍ୱାମୀଙ୍କର 'ହଂସଦୂତ' ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ 'ହଂସଦୂତ' ବେଶ୍ ସୁନାମ ଅର୍ଜନ କରିଛି । 'ହଂସଦୂତ'ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

1145103857

14.0 In Stock

Paperback

$14.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

'ହଂସଦୂତ' ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର 'ମେଘଦୂତ'ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା'ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।

ରୂପ ଗୋସ୍ୱାମୀଙ୍କର 'ହଂସଦୂତ' ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ 'ହଂସଦୂତ' ବେଶ୍ ସୁନାମ ଅର୍ଜନ କରିଛି । 'ହଂସଦୂତ'ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

Product Details

ISBN-13: 9781645605294
Publisher: Black Eagle Books
Publication date: 03/14/2024
Pages: 118
Product dimensions: 5.50(w) x 8.50(h) x 0.28(d)
Language: Oriya

About the Author

ରୂପ ଗୋସ୍ୱାମୀ (୧୪୮୯-୧୫୬୪)ଙ୍କର 'ହଂସଦୂତ' ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ରଚନା କରାଯାଇଥିଲା । 'ହଂସଦୂତ'ରେ ପ୍ରେମଲୀଳା ସଂବଧିତ ଏବଂ ଧାର୍ମିକ ପ୍ରେମର ସମିଶ୍ରଣ ସୃଷ୍ଟି ହୋଇଛି ଗୋଟିଏ କବିତା ସୃଷ୍ଟି କରିବା ପାଇଁ ଯାହା କୃଷ୍ଣଙ୍କ ପ୍ରେମରେ ଜାଜ୍ୱଲ୍ୟମାନ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରେଷ୍ଠ ବିଦ୍ୱାନ, ପରମ ଭକ୍ତ, ତ୍ୟାଗୀ, ଉଦାର-ହୃଦୟ-ମୁକୁଟମଣି ରୂପ ଗୋସ୍ୱାମୀଙ୍କର ପୂର୍ବପୁରୁଷ କର୍ଣ୍ଣାଟକରୁ ଆସି ପଶ୍ଚିମ ବଙ୍ଗରେ ବସବାସ କରିଥିଲେ । ରୂପ ଗୋସ୍ୱାମୀଙ୍କ ଜନ୍ମ ୧୪୮୯ ମସିହାରେ ନୌହାଟୀ ଗ୍ରାମରେ ହୁଏ । କିନ୍ତୁ ତାଙ୍କ ଜନ୍ମସ୍ଥାନକୁ ନେଇ ଅନ୍ୟ କେତେକ ଜୀବନୀକାରଙ୍କ ମତ ଯେ, ତାଙ୍କର ଜନ୍ମସ୍ଥାନ ଥିଲା ବକ୍]ଲା ଚନ୍ଦ୍ରଦ୍ୱୀପ କିମ୍ବା ଫତେୟାବାଦ ପ୍ରଗଣା, ଜେଶୋର, ପୂର୍ବବଙ୍ଗରେ (ଯାହା ବର୍ତ୍ତମାନ ବାଙ୍ଗ୍]ଲାଦେଶରେ ଅବସ୍ଥିତ) । ରୂପ ଗୋସ୍ୱାମୀଙ୍କ ପିତାଙ୍କ ନାମ ଥିଲା କୁମାର ଦେବ ଆଉ ମାତାଙ୍କ ନାମ ଥିଲା ରେବତୀ ଦେବୀ । କୁମାର ଦେବ କର୍ଣ୍ଣାଟକର ଜଗତ୍]ଗୁରୁ ବଂଶର ଥିଲେ ।
From the B&N Reads Blog

Customer Reviews