Bhaba O Bhasara Samrat Surendra

କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ 'ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର' । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର]୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ ।

1144554784

16.0 In Stock
Bhaba O Bhasara Samrat Surendra

Bhaba O Bhasara Samrat Surendra

by Sarbeswar Sena
Bhaba O Bhasara Samrat Surendra

Bhaba O Bhasara Samrat Surendra

by Sarbeswar Sena

Paperback

$16.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE

    Your local store may have stock of this item.

Related collections and offers

Overview

କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ 'ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର' । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର]୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ ।

Product Details

ISBN-13: 9781645604983
Publisher: Black Eagle Books
Publication date: 12/29/2023
Pages: 224
Product dimensions: 5.50(w) x 8.50(h) x 0.51(d)
Language: Oriya

About the Author

ସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟ ଜଗତରେ ଡକ୍ଟର ସର୍ବେଶ୍ୱର ସେଣ ଜଣେ ବହୁ ବିଦିତ, ବହୁ ଚର୍ଚ୍ଚିତ ପ୍ରାଜ୍ଞପୁରୁଷ । ବିଶିଷ୍ଟ ଶିକ୍ଷାବିତ୍‌, ନିପୁଣ ସ୍ତମ୍ଭକାର, ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଭାବେ ତାଙ୍କର ଅମାପ ଖ୍ୟାତି । ବିଶ୍ଳେଷଣାତ୍ମକ ଦୃଷ୍ଟିଭଙ୍ଗୀର ଅପରୂପ ସୁଷମା ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଇଦିଏ । ନିରପେକ୍ଷ ଚିନ୍ତନ, ପ୍ରକାଶ ଶୈଳୀର ଅଭିନବତ୍ୱ, ବ୍ୟବହାରିକ ଗଦ୍ୟ ଭାଷା ସହିତ କବିତ୍ୱପୂର୍ଣ୍ଣ ଯୁଗଳବନ୍ଦୀର ସୁନ୍ଦର ଉପସ୍ଥାପନ-ଏସବୁ ତାଙ୍କୁ ସୁଧୀ ପାଠକ ମହଲରେ ଏକ ନିଆରା ଆସନ ପ୍ରଦାନ କରିଛି । ମୌଳିକ ପ୍ରତିବେଦନ, ସଠିକ ଆକଳନ, ବୁଦ୍ଧିଦୀପ୍ତ ବିଭାରେ ତାଙ୍କ ସୃଷ୍ଟି ଅତୀବ ମଞ୍ଜୁଳ । ତାହାହିଁ ତାଙ୍କର ସ୍ୱତନ୍ତ୍ରତା, ଅନନ୍ୟ ବିଶେଷତ୍ୱ ।ଏ-ଯାବତ୍ ଡ. ସେଣ ଆମ ସାରସ୍ୱତ ଜଗତକୁ ୧୧ ଖଣ୍ଡ ସମାଲୋଚନା ଧର୍ମୀ ପୁସ୍ତକ ଭେଟି ଦେଇଛନ୍ତି । ଲେଖକଙ୍କ ଦ୍ୱାରା ରଚିତ 'କାଳ ଓ କଳାର ଶିଳ୍ପୀ ସୁରେନ୍ଦ୍ର' ପ୍ରବନ୍ଧ ପୁସ୍ତକ ପୂର୍ବରୁ ପ୍ରକାଶିତ । ଏଥିରେ ସୁରେନ୍ଦ୍ରଙ୍କ ସମକାଳୀନ ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ରାଜନୀତିକ ପ୍ରାଣସ୍ପନ୍ଦନର ଚିତ୍ର ଏକ ଅଭିନବ କଳାତ୍ମକ ଶୈଳୀରେ ବିଶ୍ଳେଷଣ କରାଯାଇଛି ।
From the B&N Reads Blog

Customer Reviews