tuma apekhya re

tuma apekhya re

by Sonali garnayak
tuma apekhya re

tuma apekhya re

by Sonali garnayak

eBook

$4.00 

Available on Compatible NOOK devices, the free NOOK App and in My Digital Library.
WANT A NOOK?  Explore Now

Related collections and offers

LEND ME® See Details

Overview

About the book:
ଆରେ ବୋକି, ଯଦି ପ୍ରେମରେ ତପସ୍ୟା ନଥାଏ ତେବେ ତା ପବିତ୍ରତାକୁ ଅନୁଭବ କରିପାରିବା କେମିତି ?


-ପ୍ରେମ ହିଁ ପବିତ୍ର, ତାକୁ ପରଖିବାକୁ କଣ ତପସ୍ୟା ଦରକାର !


କାହାଣୀର ନାୟକ ଓ ନାୟିକା ଦୁହେଁ ପରସ୍ପରକୁ ନିବିତାର ସହ ପରସ୍ପରକୁ ଭଲ ପାନ୍ତି । କିଛି କାରଣ ବଶତଃ ଦୁହେଁ ଅଲଗା ହୋଈ ଦୁହିଁଙ୍କ ପାଇଁ କେବଳ ତପସ୍ୟା କରିଛନ୍ତି | ପୂର୍ଣ୍ଣ ମିଳନ ସମୟରେ ପୁଣି ଥରେ କିଛି ସର୍ଭକୁ ନେଇ ରାସ୍ତା ଅଲଗା ହୋଇଛଯାଇଛି | କିନ୍ତୁ ପରିଶେଷରେ ଦୁହେଁ ଦୁହିଁଙ୍କ ଅପେକ୍ଷାରେ.. The Open Minded ପେଜ ଏବଂ ପେଜ ର କ୍ରିଏଟର ସୁମୀତ ଭୂୟାଁ କୁ ବହୁତ ବହୁତ ଧନ୍ଯବାଦ, ଯିଏ ସବୁେବେଳେ ମୋତେ ସାହାୟ୍ଯ କରିଛନ୍ତି। Please support
About the author:
ନିଜ କଳ୍ପନା କୁ ଯିଏ ରୂପ ଦେଇ ପାରେ, ସେ ହୁଏତ ଲେଖିବା ଵା ଲେଖକ |କିନ୍ତୁ ମୋ ମନର କଳ୍ପନା ମୋତେ ଆଣି ଏତେ ବାଟରେ ପହଞ୍ଚେଇବଵା,ତା ହୁଏତ ଏକ ଚମତ୍କାର ଉପହାର ଦେଇଥିଲା ମୋ ଜୀବନ |ଏ ଶକ୍ତି ହୁଏତ ମୋ ମୋ କଲମରେ ପ୍ରେରିତ ଯାହା ନୂଆ ବୋହୂ, ହୃଦୟେ ମୋ ଜଗନ୍ନାଥ, ଉପାସନା ଭଳି ପୁସ୍ତକ ଉଦୟମାନ |ଏ ସବୁର ଜନ୍ମ ଖୋଲା ଆକାଶରେ ଉଡି ବୁଲୁଥିବା ଚୁଲବୁଲି ସମୟରେ, ହେଲେ ବର୍ତ୍ତମାନ ନାରୀ ଜନ୍ମର ଦ୍ୱତୀୟ ପାହାଚରେ ଗୋଡ ଦେବା ପାରେ" ତୁମ ଅପେକ୍ଷାର "ଜନ୍ମ....
ହଁ ଅବଶ୍ୟ ପ୍ରତି ରାସ୍ତା ଅତିକ୍ରମ କରିବାକୁ ମୋ ସ୍ୱାମୀ ଏବଂ ମୋ ବୋଉ (ଶାଶୁ)ଶକ୍ତିର ପନ୍ଥା ସାଜିଛନ୍ତି |ମୋ ପ୍ରତିଟି ବହିକୁ ବୋଉ ଉତ୍ସଛୁକତାର ସହ ପଢ଼ନ୍ତି, ମୋ ବହି ପ୍ରକାଶ ହେବା ରେ ପ୍ରଥମ ବହି ତାଙ୍କର ହିଁ ଦରକାର |ଆଜି ଵି ଗୋଟେ କଥା ମନେ ଅଛି ଯେଉଁଦିନ ମୋ ଉପାସନା ପୁସ୍ତକ ପ୍ରକାଶିତ ହେବା ପାରେ ତାଙ୍କୁ ଦେଇଥିଲି ସେତେବେଳେ ସେ ମୋତେ କହିଥିଲେ ମୁଁ ୩ ଦିନ ଲାଗିପଡ଼ି ତୋ ବହି ପଢିସାରିଛି |ଏଇ ସ୍ନେହ ଓ ମମତା ହିଁ ମୋତେ ଆଗକୁ ଲେଖିବାକୁ ପ୍ରେରଣା ଯୋଗାଏ |ଏ ପୁସ୍ତକତି ମଧ୍ୟ ଅନ୍ୟ ପୁସ୍ତକ ଭଳି ଲୋକପ୍ରିୟ ହେଉ, ଏତିକ ହିଁ ବିନତି ଶ୍ରୀ ଛାମୁ ପୟରେ |


Product Details

ISBN-13: 9789356105256
Publisher: Pencil
Publication date: 03/28/2022
Sold by: PUBLISHDRIVE KFT
Format: eBook
Pages: 60
File size: 6 MB
Language: Oriya
From the B&N Reads Blog

Customer Reviews